ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ସମେତ ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ମହା ସମାରୋହରେ ପାଳିତ ହେଉଛି
Jajapur, Jajpur | Sep 30, 2025 ଯାଜପୁର ଜିଲ୍ଲାର ବ୍ୟାସନଗର ସମେତ ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ମହା ସମାରୋହରେ ପାଳିତ ହେଉଛି l ଆଜି ମହାଷ୍ଟମୀରେ ମଣ୍ଡପରେ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି। ଆଜି ଜିଲ୍ଲାର ପ୍ରାୟ ସମସ୍ତ ମଣ୍ଡପରେ ସକାଳ ଠାରୁ ମହାଷ୍ଟମୀ ପୂଜା ପାଳିତ ହେଇଯାଇଛି l ଏଥିପାଇଁ ସାର୍ବଜନୀନ ମୁଣ୍ଡମାଳ ଦୁର୍ଗାପୂଜା କମିଟି ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଯେଉଁଠି ପୂଜା ମଣ୍ଡପରେ ମଧ୍ୟ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଚାଲିଛି । ଯଥା ରୀତିନୀତି ଅନୁଯାୟୀ ପୂଜକ ମାନେ ଚଣ୍ଡୀପାଠ ଓ ମହାଷ୍ଟମୀ ବ୍ରତ ପୂଜା ଆରମ୍ଭ କରିଛନ୍ତି। ଯାହାକୁ ନେଇ ଏଠାରେ ସୃଷ୍ଟି ହୋଇଛି