ପରଜଙ୍ଗ: କାମାକ୍ଷାନଗର ଠାରେ ସାଇବର କ୍ରାଇମ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ଉପସ୍ଥିତ ଥିଲେ ଏସଡିପିଓ ରଜନୀକାନ୍ତ ସାମଲ
କାମାକ୍ଷାନଗର ଠାରେ ସାଇବର କ୍ରାଇମ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ରାଜ୍ୟରେ ଆରମ୍ଭ ହୋଇଛି ସାଇବର ସେଫଟି କ୍ୟାମ୍ପେନ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ଏହି ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଶନିବାର ଅପରାହ୍ନ ୧ଟାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବେଶ କଡା କଡ଼ି ହୋଇଛି ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ। ଯାହାକୁ ନେଇ ଅଧିକ ୨୦ ଗୋଟି ସାଇବର ଥାନା ଖୋଲିବା ସହ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା ରହିଛି। ଡିଜିଟାଲ ଓ ଇଣ୍ଟରନେଟର ସମୟରେ ଅସାଧୁ ମାନଙ୍କ ଠାରୁ କିଭଳି