ଜଗନ୍ନାଥ ଙ୍କ ପାଖରେ ରେ ବହୁ ଲୋକଙ୍କ ଭିଡ ମଧ୍ୟରେ ଜଣେ ଭକ୍ତ ଅଚେତ ହୋଇଯାଇଥିବା ପରି ଲାଗିଲା। ତୁରନ୍ତ ତାଙ୍କୁ ସହାୟତା ଦିଆଯାଇ ଚିକିତ୍ସା ପାଇଁ ନିଆଗଲା ! #Swarajnews #OdishaPolitics #BJPGovernment #Bhubaneswar #CM #Odisha #Jagannath #JagannathPuri #JagannathTemple #RathaYatra2026 #Puri #RathaJatra
Kakatpur, Puri | Jul 16, 2026