ପୁରୀ: ବେଆଇନ ଦେଶୀ ମଦ ଭାଟି ଉପରେ ପୁଲିସର ଚଢ଼ଉ, ୫୦ ଲିଟର ମଦ ଓ ୯୦୦ ଲିଟର ପୋଚ ଜବତ
Puri, Puri | Oct 3, 2026
ପୁରୀ ସି-ବିଚ୍ ଥାନା ପୁଲିସ ପକ୍ଷରୁ ସିଟି ରୋଡ୍ ନୂଆସାହି ଅଞ୍ଚଳରେ ଚଢ଼ଉ। ବେଆଇନ ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କଲା ପୁଲିସ। ଘଟଣାସ୍ଥଳରୁ ପ୍ରଚୁର ପରିମାଣର ପ୍ରସ୍ତୁତ ମଦ ଓ ମଦ ତିଆରି ସାମଗ୍ରୀ ଜବତ।