Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବୌଦ୍ଧ ସଦର: ତିଲେଶ୍ବର ଗ୍ରାମ ପଞ୍ଚାୟତ ସଭାଗୃହରେ ବାଲ୍ୟ ବିବାହ ନିରୋଧୀ ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ ବିଡ଼ିଓ

ଶନିବାର ଦିନ ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ତିଲେଶ୍ଵର ଗ୍ରାମପଞ୍ଚାୟତ ସଭ।ଗୃହ ଠାରେ ବାଲ୍ୟବିବାହ ବନ୍ଦ ପାଇଁ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । କାର୍ଯକ୍ରମରେ ହରଭଙ୍ଗ ବିଡ଼ିଓ ବିଜୟ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ। ଉକ୍ତ କାର୍ଯକ୍ରମରେ ଶିଶୁ କନ୍ୟା ଙ୍କ ଗୁରୁତ୍ୱ ଅଧିକାର ସମାଜରେ ଘଟୁଥିବା ସମସ୍ୟା ଯେପରି ବାଲ୍ୟବିବାହ , ଶିଶୁ ଚାଲାଣ ଓ ଶିଶୁ ଯୌନ ନିଯ୍ୟାତନ। ଓ ତାର ପ୍ରତିକାର ଉପରେ ବିଶ୍ଵ ଯୁବ କେନ୍ଦ୍ରର ପରାମର୍ଶ ଦାତା ସଚେତନ କରିଥିଲେ l

MORE NEWS