ଘସିପୁରା ବ୍ଲକ ଅନ୍ତର୍ଗତ ଆଗର୍ଦା ଖଲଣା ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ରେ ମଙ୍ଗଳବାର ଦିନ ନିଜର ତୃତୀୟ ବାର୍ଷିକ ଉତ୍ସବ ପ୍ରସ୍ଫୁଟିତ ମହାସମାରୋହରେ ପାଳିତ ହୋଇଯାଇଛି।ଆନନ୍ଦପୁର ପୂର୍ବତନ ବିଇଓ ଶରତ ରାଉତ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର,ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ତଥା ଟ୍ରଷ୍ଟି ଗୋପାଳ ଚନ୍ଦ୍ର ପରିଡା, ସମ୍ମାନିତ ଅତିଥି ରୂପେ ଖଲଣା ସରପଞ୍ଚ ଜ୍ୟୋସ୍ନାରାଣୀ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ରମାମଣୀ ଓଝା ଯୋଗ ଦେଇଥିଲେ l