ଖୋର୍ଦ୍ଧା: ଗୁରୁଜଙ୍ଗ ମେଳନ ପଡିଆ ଠାରେ ପୋଲିସ ପକ୍ଷରୁ ଚଢ଼ାଉ, ବ୍ରାଉନସୁଗାର ଜବତ ସହ 4 ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପକ୍ଷରୁ ଆଜି ପୂର୍ବାହ୍ନ ସମୟରେ ଗୁରୁଜଙ୍ଗ ମେଳନ ପଡିଆ ଠାରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ଜବତ ସହ 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି lଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ହେଵ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l