Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ନବରଙ୍ଗପୁର ପୋଲିସ ଷ୍ଟେସନ: ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କୁ ନବରଙ୍ଗପୁର ରେ ଭବ୍ୟ ସ୍ୱାଗତ

ମାନ୍ୟବର ପଞ୍ଚାୟତରାଜ, ପାନୀୟ ଜଳ ଏବଂ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କ ନବରଙ୍ଗପୁର ଗସ୍ତ ରେ ଆସିଛନ୍ତି l ଆଦିବାସୀ ନୃତ୍ୟ ଗୀତର ର ତାଳେ ମନ୍ତ୍ରୀ ଙ୍କୁ ନବରଙ୍ଗପୁର ସର୍କିଟ ହାଉସ ଠାରେ ପାଛୋଟି ଆଣିଥିଲେ l ନବରଙ୍ଗପୁର ମଣ୍ଡେଇ କାର୍ଯ୍ୟକ୍ରମ ରେ ସାମିଲ ହେବା ନେଇ ମନ୍ତ୍ରୀ ଆସିଥିବା ସୂଚନା ମିଳିଛି l ଏହି ସମୟରେ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ବିଜେପି ସଭାପତି କୁଞ୍ଜ ବିହାରୀ ଦାଶ ସମେତ ବହୁ ବରିଷ୍ଠ ନେତା ମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ କରିଥିଲେ l
ନବରଙ୍ଗପୁର ପୋଲିସ ଷ୍ଟେସନ: ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କୁ ନବରଙ୍ଗପୁର ରେ ଭବ୍ୟ ସ୍ୱାଗତ - Nabarangapur PS News