ଧର୍ମ ପରିବର୍ତ୍ତନ କରାଉଥୁବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଆଇନୀ ଆଣିବାକୁ ବ୍ୟାସନଗରରେ ଦାବି କଲେ ବଜରଙ୍ଗ ଦଳ ବରିଷ୍ଠ କାର୍ଯ୍ୟକର୍ତା ସୁଶୀଲ କୁମାର ମଲ୍ଲିକ l ବ୍ୟାସନଗର ପୌର ପରିଷଦ ଅଂଚଳକୁ ବିଭିନ୍ନ ରାଜ୍ୟରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ ଆସି ହିନ୍ଦୁ ମାନଙ୍କୁ ଅନେକ ସମୟରେ ଧର୍ମ ପରିବର୍ତ୍ତନ କରିବାକୁ ଉସକାଉଛନ୍ତି l ଯାହାଫଳରେ ହିନ୍ଦୁ ଧର୍ମ ସୁରକ୍ଷିତ ନଥିବା ଶ୍ରୀ ମଲ୍ଲିକ କହିଛନ୍ତି l