ଆଠମଲ୍ଲିକ: ଧାନ ଗଦା ଜଳି ଗଲା
ଅନୁଗୋଳ ଜିଲ୍ଲା ଠାକୁର ଗଡ଼ ଥାନା ହତା ଶିମିଳି ଗ୍ରାମରେ ଶୁକ୍ରବାର ଦିନ ଅପରାହ୍ନ 4 ଟା ରେ ଅଗ୍ନିକାଣ୍ଡ ଘଟି ରମେଶ ଚନ୍ଦ୍ର
ସାହୁ, ବିଜୟ କୁମାର ସାହୁ ଙ୍କର ଧାନ ଗଦା ଜଳି ଯାଇଛି l କିପରି ଅଗ୍ନିକାଣ୍ଡ ଘଟିଲା ତାହା ଜଣା ପଡି ନଥିବା ବେଳେ ଏହି ଅଗ୍ନିକାଣ୍ଡ ରେ ଦୁଇଟି ସମ୍ପୂର୍ଣ୍ଣ ଧାନ ଗଦା ଜଳି ଯାଇଛି l ହୁ ହୁ ହୋଇ ଜଳୁଥିବା ବେଳେ ଏ ନେଇ ଅଞ୍ଚଳ ବାସି ଆଠମଲ୍ଲିକ ଅଗ୍ନି ଶମ ବିଭାଗ କର୍ମଚାରୀ କୁ ସୂଚନା ଦେଇଥିଲେ l ଖବର ପାଇ ଆଠମଲ୍ଲିକ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଁଚି ନିଆଁ କୁ ଆୟତ କରିଥିଲେ l କ୍ଷତି ଗ୍ରସ୍ତ ପରିବାର ସରକାରୀ ସହାୟତା ଯୋଗାଇ ଦେବା