କଟକ ପୌରାଞ୍ଚଳ: କଟକ ଛତ୍ରବଜାର ଦୂର୍ଗାପୂଜା ମଣ୍ଡପ ବୁଲିଲେ କେଏମସି ସ୍ଵାସ୍ଥ୍ୟ କମିଟି ଅଧ୍ୟକ୍ଷା
କଟକ ଛତ୍ରବଜାର ଦୂର୍ଗାପୂଜା ମଣ୍ଡପ ପରିଦର୍ଶନ କଲେ କେଏମସି ସ୍ଵାସ୍ଥ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୁଳିଆ। ଏହି ସମୟରେ ଯୁବ ସମାଜସେବୀ ରଞ୍ଜନ ବିଶ୍ୱାଳ ମଧ୍ୟ ଉପସ୍ଥିତ ରହି ପୂଜା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।