ରାୟଗଡା: ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଡ଼ିଓ
ମୁନିଗୁଡ଼ା ବ୍ଲକ ଉନ୍ନୟନ ଅଧିକାରୀ ବୁଧବାର ଦିନ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ସେ ବିଭିନ୍ନ ଓ୍ବାର୍ଡ ବୁଲି ସ୍ବାସ୍ଥ୍ୟ ସେବା ଓ ଔଷଧ ସୁବିଧା ନେଇ ସମୀକ୍ଷା କରିଛନ୍ତି ।