ଆଠମଲ୍ଲିକ: ବହୁ ଙ୍କୁ ଆକ୍ରମଣ ଅଭିଯୋଗ
ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ତୁରୁଡ଼ା ଗ୍ରାମ ର ମିନତୀ ନାୟକ ଙ୍କୁ ତାଙ୍କ ଶଶୁର ଦୁର୍ଯ୍ୟୋଧନ ନାୟକ, ଜୁନି
ନାୟକ ଏକ ଠେଙ୍ଗା ରେ ଆକ୍ରମଣ କରିଥିବା ଶୁକ୍ରବାର ଦିନ ମିନତୀ କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ନମ୍ବର 3/26 ରେ ଏକ ମାମଲା ରୁଜୁ କରିଛି l ପୋଲିସ କହିଛି ଜେ ମିନତୀ ଙ୍କ ସ୍ୱାମୀ ଙ୍କ ନାମ ରେ ଥିବା ଏକ ଜମି କୁ ତାଙ୍କ ଶଶୁର 3 ଲକ୍ଷ 80 ହଜାର ଟଙ୍କା ରେ ବିକ୍ରି କରି ଦେଇଛନ୍ତି l ହେଲେ ତାଙ୍କୁ 1 ଲକ୍ଷ 80 ହଜାର ଟଙ୍କା ଦେଇଛନ୍ତି l ଏ ନେଇ ସେ ବଳକା ଟଙ୍କା ଦେବା ପାଇ କହିବାରୁ ଉଭୟ ଶଶୁର ଶ