ଆଜି ଜାନୁଆରୀ 21 ତାରିଖ ରାତି 9 ଟା ପାଖାପାଖି ସମୟରେ ଏହି ଅଭିଯୁକ୍ତ ମଦ ସହ ଧରା ପଡ଼ିଛି। ଧରୁଆ ଡିହି ପୋଲିସ ଅଭିଯୁକ୍ତ ନିକଟରୁ 5 ଲିଟର ଦେଶୀ ମଦ ଜବତ କରିଛି। ଅଭିଯୁକ୍ତ ଜଣଙ୍କ ଏହି ମଦ ନେଇ ଚାଲାଣ କରିବାକୁ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛି। ଗିରଫ ଅଭିଯୁକ୍ତ ହେଲା ଶିବ ଶଙ୍କର ମୁଣ୍ଡା। ଧରୁଆ ଡିହି ପୋଲିସ ଏ ନେଇ ଧରୁଆ ଡିହି ଥାନା କେଶ ନମ୍ୱର 26 ରେ ଏକ ମାମଲା ରୁଜ୍ଜୁ କରିଛି।