ବଡସାହି: ଗଡଦେଉଳିଆ, ବୈଶିଙ୍ଗା, ବେତନଟୀ, ତୁଳସୀଚଉରା ସମେତ ବିଭିନ୍ନ ସ୍ଥାନରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସକଲେ ଲୋକପ୍ରିୟ ବିଧାୟକ ସନାତନ ବିଜୁଳି
ବେତନଟୀ ବ୍ଲକ ଅଧୀନ ଗଡ଼ଦେଉଳିଆ, ବୈଶିଙ୍ଗା, ପଣସିଆ, ରାଉତରା, ଭ୍ରମରଗୋଡା ସମେତ ବେତନଟୀ ଏବଂ ତୁଳସୀଚଉରା ଠାରେ ଗୁରୁବାର ଅପରାହ୍ନ ଚାରିଟାରେ ଦେଢକୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୬ ପ୍ରକଳ୍ପର ଶିଳାନ୍ୟାସ ସାଙ୍ଗକୁ ବେତନଟୀର ପିଏମଶ୍ରୀ ଏମପିସି ହାଇସ୍କୁଲରେ ପିଏମଶ୍ରୀ ଅନୁଦାନରେ ନିର୍ମିତ ପ୍ରକଳ୍ପର ଲୋକାର୍ପଣ କଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l