Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

ଭୋଗରାଇ: ବହଳିଆ ଗ୍ରାମରୁ ପ୍ରାୟ ପାଞ୍ଚ ଫୁଟ ଲମ୍ବର ସାପକୁ ଉଦ୍ଧାର କଲା ଉଦୟପୁର ବନବିଭାଗ ।

Bhograi, Balasore | Dec 3, 2025
ପାଞ୍ଚ ଫୁଟ ଲମ୍ବର ମନସିଲେଟ କବ୍ରା ସାପ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବହଳିଆ ଗ୍ରାମରୁ ଏହି ସାପ ଟି ଉଦ୍ଧାର ହୋଇଛି । ବହଳିଆ ଗ୍ରାମର ଯତୀନ କରଙ୍କ ଘରେ ପଶିଥିଲା ସାପ ଟି ,ପରିବାର ଲୋକ ସାପଟିର ଗର୍ଜନ ଶୁଣି ଭୟବିତ ହୋଇଯାଇଥିବା ବେଳେ ପରିବାର ଲୋକ ସଂଗେ ସଂଗେ ଉଦୟପୁର ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନପାଳ ସଞ୍ଜୟ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସବୁଜ ବାହିନୀ ମାନେ ଘଟଣା ସ୍ଥଳକୁ ଯାଇ ସାପ ଟିକୁ ଦୀର୍ଘ ସମୟ ପରେ କାବୁ କରି ବିଚିତ୍ରପୁର ଘଞ୍ଚ ଜଙ୍ଗଲରେ ଛାଡିଥିବା କଥା ବନପାଳ କହିଛନ୍ତି ।