ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁକୁନ୍ଦୀଲାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାନୀୟଜଳ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରୟଣ ନାୟକ, ବିଶିଷ୍ଠ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ରୁପେ କଣ୍ଟାବାଞ୍ଜି ନଗରପାଳ ବିରିୟାମ ସିଂ ସାଲୁଜା ଯୋଗଦେଇଥିଲେ ଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ରବି ନାରୟଣ ନାୟକ ମହିଳା ତଥା ନାରୀଶକ୍ତି ଶିକ୍ଷିତ ହୋଇ ଆଗକୁ ଯିବା ପାଇଁ ଉପଦେଶ ଦେଇଥିଲେ।