ଖଇରା: ବାଉଁଶ ଗଡିଆ ଗ୍ରାମ ଜଙ୍ଗଲରେ ଦେଶୀ ମଦ ତିଆରି ସ୍ଥାନରେ ଅବକାରୀ ଚଢ଼ାଉ; ବିପୁଳ ପରିମାଣର ମଦ ସହ ସରଞ୍ଜାମ ଜବତ
ବେଆଇନ ଦେଶୀ ମଦ ତିଆରି ସ୍ଥାନ ଉପରେ ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣରେ ପୁଚ ସହିତ ଦେଶୀମଦ ଓ ସରଞ୍ଜାମ ଜବଦ ବେପାରି ଫେରାର,ଖଇରା ବ୍ଲକ ବାଉଁଶ ଗଡିଆ ଗ୍ରାମ ରେ ଥିବା ଏକ ଜଙ୍ଗଲ ରୁ ବେଆଇନ ଦେଶୀ ମଦ ତିଆରି ହେଉଥିବା ନେଇ ଖଇରା ଅବକାରୀ ଅଧିକାରୀ ସୁରଜ କୁମାର ଟୀଗା ବିଶେଷ ସୂତ୍ରରୁ ଖବର ପାଇ ଏକଟିମ ସାହାର୍ଯ୍ୟ ରେ ଆଜି ଶନିବାର ଅପରାହ୍ନ 3 ଚଢ଼ାଉ କରି 3ହଜାର ଲିଟର ପୁଚ କୁ ନଷ୍ଟ କରିବା ସହିତ 350 ଲିଟର ଦେଶୀ ମଦ ଓ ମଦ ତିଆରି ସରଞ୍ଜାମ ଜବଦ କରିଥିଲେ, ଅବକାରି ଟିମ କୁ ଦେଖି ବେପାରି ଫେରାର ହୋଇଯାଇଥିଲା l ଏହି ଚଢ଼ାଉ ରେ ଅବକାରୀ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l