ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଞ୍ଚିରକେଲା ଥାନା ଅନ୍ତର୍ଗତ ତିଲେଇକାନୀ ଗ୍ରାମ ମୁଣ୍ଡ ରେ ରହିଥିବା ଏକ କେନ୍ଦୁ ଗଛରେ ଗ୍ରାମ ର ଧନ ତିର୍କି (୪୫) ଆତ୍ମହତ୍ୟା କରିଛନ୍ତି।କିଞ୍ଚିରକେଲା ପୋଲିସ ଶବ ଉଦ୍ଧାର କରି ବ୍ୟବଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।