କଟକ ପୌରାଞ୍ଚଳ: Suresh Raina ଓ ମୁଖ୍ୟମନ୍ତ୍ରୀ Mohan Charan Majhi ଯୋଗଦେଲେ Barabati T20 ପ୍ରତିଯୋଗୀତାକୁ
ବାରବାଟି T20 ପ୍ରତିଯୋଗୀତାରେ ଭାରତୀୟ କ୍ରିକେଟ ତାରକା ସୁରେଶ ରାଇନା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ସୁରେଶ ରାଇନାଙ୍କର ଝଲକ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ସୃଷ୍ଟି କଲା।