Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଯାଜପୁର: 16 ନମ୍ବର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ଟ୍ରକ୍ ସହିତ ଟ୍ରକ ଧକ୍କା,ଜଣେ ଗୁରୁତର,ସ୍ଥାନୀୟ ଲୋକଙ୍କ ଦ୍ୱାରା ଡ୍ରାଇଭର ଉଦ୍ଧାର

Jajapur, Jajpur | Sep 16, 2025
16 ନମ୍ବର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ଟ୍ରକ୍ ସହିତ ଟ୍ରକ ଧକ୍କା,ଜଣେ ଗୁରୁତର,ସ୍ଥାନୀୟ ଲୋକଙ୍କ ଦ୍ୱାରା ଡ୍ରାଇଭର ଉଦ୍ଧାର l ଏକ ଟ୍ରକ ଗାଡି ଚଣ୍ଡିଖୋଲ ଆଡୁ କଟକ ଅଭିମୁଖେ ଯାଉଥିଲା l ଏହି ସମୟରେ ଅପରପକ୍ଷରୁ ଆଉ ଏକ ଟ୍ରକ ଦ୍ରୁତ ଗତିରେ ଆସି ଚଣ୍ଡିଖୋଲ ଆଡୁ ଆସୁଥୁବା ଟ୍ରକକୁ ଧକ୍କା ଦେଇଥିଲା l ଦୁର୍ଘଟଣା ଫଳରେ ଟ୍ରକର ଡ୍ରାଇଭର ଗୁରୁତର ଅବସ୍ଥାରେ ଟ୍ରକ ଭିତରେ ଫସିକି ରହିଥିଲେ l ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଟ୍ରକ ଡ୍ରାଇଭରକୁ ଉଦ୍ଧାର ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଫୋନ କରିଥିଲେ l

MORE NEWS