Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ସୁନ୍ଦରଗଡ ସହର: ମିଶନ ରୋଡରେ ଦୁଇ ଜଣଙ୍କୁ ଆକ୍ରମଣ ସହ କାର ଚୁରମାର କରିବା ଘଟଣାର ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତ ଟାଉନ ପୋଲିସ ଦ୍ବାରା ସୁନ୍ଦରଗଡରୁ ଗିରଫ

ଆଜି ନଭେମ୍ୱର 12 ତାରିଖ ରାତି 10:45 ସମୟରେ ଚାରି ଅଭିଯୁକ୍ତଙ୍କୁ ଟାଉନ ପୋଲିସ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ -1- ରାଜ କୁମାର ସରାଫ ଓରଫ ରାଜ,2- ନିରଞ୍ଜନ ଘାଷି ଓରଫ ଗେଜା, 3- ମଞ୍ଜିତ୍ ଚୁଳିଆ ଓରଫ୍ ଗୋଲୁ ଓ 4- ସୁରଜ ମୁଖି। ରାଜର ଘର ସୁନାରି ପଡ଼ା ହୋଇଥିବ ବେଳେ ଅନ୍ୟ ତିନି ଅଭିଯୁକ୍ତଙ୍କ ଘର ଘାସିଆ ପଡ଼ା। ତେବେ ଦୁର୍ବୃତ୍ତ ମାନେ ଏହି ଘଟଣା ଆଜି ସନ୍ଧ୍ୟା 5:15 ପାଖାପାଖି ଘଟାଇ ଫେରାର ମାରିଥିଲେ। ଟାଉନ ପୋଲିସ CCTV ଫୁଟେଜ ଯାଞ୍ଚ କରି ଅଭିଯୁକ୍ତ ମାନଙ୍କୁ ସୁନ୍ଦରଗଡ଼ ସହରର ବିଭିନ୍ନ ଅଂଚଳରୁ ଗିରଫ କରିଛନ୍ତି। ତେବେ ଟାଉନ ଥାନା ଏ ନେଇ ସହରର ସମସ୍ତ ପ୍ରବେଶ

MORE NEWS