ସୁନ୍ଦରଗଡ ସହର: ସାଲେପାଲିରେ ସଦର ଅବକାରୀ ଷ୍ଟେସନ ଓ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ମିଳିତ ଚଢାଉ, ଜଣେ ଗିରଫ,26 ଲିଟର ମଦ ଜବତ
ଆଜି ନଭେମ୍ୱର 1 ତାରିଖ ଶନିବାର ପୂର୍ବାହ୍ନ 11:30 ପାଖାପାଖି ସମୟରେ ଏହି ଚଢାଉ କରିଛନ୍ତି ଅବକାରୀ ବିଭାଗ। ମଦ ବିରୋଧି ମହିଳାଙ୍କ ସମ୍ମୁଖରୁ ଗିରଫ ହୋଇଛି ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ହେଲା ଅନୀଲ ଜୋଜୋ ଓ ତା ଘର ସାଲେ ପାଲି କଲୋନୀ ପଡ଼ା। ସଲେପାଲି ଓ ବିର ବିରାରେ ମଦକୁ ବିରୋଧ କରି ଗତ ମାସେ ଧରି ମହିଳାଙ୍କ ନିରନ୍ତର ଆନ୍ଦୋଳନ ଚାଲି ଥିବା ବେଳେ ଏହି ଅଭିଯୁକ୍ତ ସେହି ଆନ୍ଦୋଳନକୁ ଫୁ କରି ତାର କାରବାର କରୁଥିଲା। ଆଜି ଅଭିଯୁକ୍ତ ଏତେ ପରିମାଣର ମଦ ନେଇ ଚାଲାଣ କରୁଥିବା ସୂଚନା ମହିଳା ମାନେ ପାଇ ସଦର ଏକ୍ସିସାଇଜ ଷ୍ଟେସନକୁ ଅବଗତ କରିବା ସହ ଅବକାରୀ ଅଧୀକ୍ଷକ ସିଦ୍ଧେଶ୍ଵର ବେଶ୍ରା