ବେତନଟୀ ଜେଏମଏଫସି କୋର୍ଟ ପରିସରରେ ରବିବାର ତାଳୁକ ଆଇନସେବା ସମିତି ଆନୁକୂଲ୍ୟରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ମାନ୍ୟବର ବିଚାରପତି ରଶ୍ମି ନାରାୟଣୀ ମିଶ୍ର ଯୋଗ ଦେଇଥିବା ବେଳେ ଏହା ରବିବାର ଅପରାହ୍ନ ଚାରିଟାରେ ଉଦଯାପିତ ହୋଇଯାଇଛି l ବେତନଟୀ ଜେଏମଏଫସି କୋର୍ଟ ପରିସରରେ ରବିବାର ବେତନଟୀ ବ୍ଲକ ଅଧିନସ୍ଥ ବିଭିନ୍ନ ସ୍କୁଲ ମନାକରୁ ସପ୍ତମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l