ସୁନ୍ଦରଗଡ ସହର: ସୁନ୍ଦରଗଡ ଜିଲ୍ଲା କୁ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ୱର ୨୯ ତାରିଖ ସକାଳ ୮ ଟା ୩୦ ମିନିଟ୍ ସମୟପର୍ଯ୍ୟନ୍ତ yellow warning ଜାରି
ସୁନ୍ଦରଗଡ ରବିବାର ଦିନ ୩ ଟା ସମୟର ସୂଚନା ଅନୁଯାୟୀ ଜିଲ୍ଲା କୁ ପାଣି ପାଗ ବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ୱର ୨୯ ତାରିଖ ସକାଳ ୮ ଟା ୩୦ ମିନିଟ୍ ସମୟ ପର୍ଯ୍ୟନ୍ତ yellow warning ଜାରି କରାଯାଇଛି