ପିପିଲି: କୃଷ୍ଣପ୍ରସାଦରେ ଯୁବପିଢ଼ିଙ୍କ ସହ ସଞ୍ଜୟ ଦାସ ବର୍ମା: ଦେଲେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା
Pipili, Puri | Oct 24, 2026 କୃଷ୍ଣପ୍ରସାଦ ବ୍ଲକର ଯୁବପିଢ଼ିଙ୍କ ସହ ମିଶିଲେ ବିଜେଡି ନେତା ସଞ୍ଜୟ ଦାସ ବର୍ମା। ସମାଜ ଗଠନରେ ଯୁବଶକ୍ତିର ଭୂମିକା ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ବିକଶିତ ଓଡ଼ିଶା ଓ ଭାରତ ପାଇଁ ଯୁବପିଢ଼ିଙ୍କୁ ଆଗକୁ ଆସିବାକୁ କହିଲେ ବରିଷ୍ଟ ନେତା।