ଆଜି ଡିସେମ୍ବର 17 ତାରିଖ ବୁଧବାର ଅପରାହ୍ନ 3:30 ପାଖାପାଖି ସମୟରେ Case No.597/2025 U/s.103(1)/3(5) BNS ରେ କୋର୍ଟ ଚାଲାଣ କରିଛନ୍ତି ଟାଉନ ପୋଲିସ। ତେବେ ଅଭିଯୁକ୍ତ ସଂଘ ବଦ୍ଧ ଭାବେ ଏହି ହତ୍ୟା କାଣ୍ଡ ଘଟାଇ ନିଜ ଆଡୁ ପୋଲିସକୁ କେହିଜଣେ ଆତ୍ମହତ୍ୟା କରିଥିବା ନେଇ ସୂଚନା ଦେଇଥିଲା। ପୋଲିସ ସୂଚନା ପ୍ରଦାନ କାରୀ ଅଭିଯୁକ୍ତର ଲାଷ୍ଟ ଫୋନ ଲୋକେସନ ଟ୍ରାକ କରି ତାକୁ ଥାନାକୁ ଆଣି ଅଟକ ରଖିଥିଲେ। ଗତ କାଲି ଟାଉନ ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ଶବ ଜବତ କରି ଶବ ବ୍ୟବଚ୍ଛେଦ କରାଇ ମୃତକଙ୍କ ପରିବାର ଲୋକଙ୍କ