କେନ୍ଦ୍ରାପଡା: ଇନ୍ଦୁପୁରରେ ନିହାର ରଞ୍ଜନ ମହାନ୍ତିଙ୍କ ପିତାଙ୍କ ଦ୍ୱାଦଶାହରେ ଯୋଗ ଦେଲେ ଶକ୍ତି ଶ୍ରୀ ଲେଙ୍କା
କେନ୍ଦ୍ରାପଡା ବିଧାନସଭା ଅନ୍ତର୍ଗତ ଇନ୍ଦୁପୁର ମଣ୍ଡଳ ସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ପିତା ବିଜୟ କୁମାର ମହାନ୍ତିଙ୍କ ଦ୍ୱାଦଶାହ କାର୍ଯ୍ୟରେ ଇଂଜିନିୟର ଶକ୍ତି ଶ୍ରୀ ଲେଙ୍କା ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।