ଓଡ଼ିଶା ମେଡିକାଲ ସେବା ସଂଘ ଓମସା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କର ନିରବତା ଅବଲମ୍ବନ କରିଥିବାରୁ ଆସନ୍ତା କାଲି ଠାରୁ ପୁର୍ବରୁ ଦିଆଯାଇଥିବା ଧର୍ମଘଟ ଦୁଇ ଘଣ୍ଟା କୁ ବଢ଼ାଇ ଦିଆଗଲା। ଆସନ୍ତା କାଲି ଠାରୁ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ୯ ଟା ରୁ ୧୧ ଟା ବନ୍ଦ ରହିବ ବୋଲି ସୂଚନା ମିଳିଛି।