ସୋମବାର ବୌଦ୍ଧ ପୋଲିସ ପକ୍ଷରୁ ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ବକପାଲୀ ଗ୍ରାମ ନିକଟ ଜଙ୍ଗଲରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରା ଯାଇଥିଲା l ସେହି ଅଂଚଳରେ ହୋଇଥିବା 42 ଏକର ଜମିରେ ହୋଇଥିବା ବ୍ୟାପକ ଗଞ୍ଜେଇ ଚାଷ କୁ କାଟି ପୋଡି ନଷ୍ଟ କରା ଯାଇଥିବା ଆଇ ଆଇ ସି ନଳିନୀ କାନ୍ତ ଦାସ ସୂଚନା ଦେଇଛନ୍ତି l