ଆଜି ଡିସେମ୍ବର 7 ତାରିଖ ରବିବାର ରାତି 9:15 ରେ ଏହି ବସ ତାର ଗନ୍ତବ୍ୟ ପଥ ଶ୍ରୀକ୍ଷେତ୍ର ପୁରୀକୁ ସୁନ୍ଦରଗଡ଼ ଟପରିଆରୁ ଗଡିଛି। ନୂଆ ଫିଚର ଭାବେ ଏହି ବସ ର ସମସ୍ତ ୱିଣ୍ଡୋ ଏକ ଜରୁରୀ କାଳୀନ ଦ୍ଵାର ଭାବେ କାମ କରିବ। ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସାମାନ୍ୟ ଜର୍କିଂ ମଧ୍ୟ ଜଣା ପଡିବ ନାହିଁ, କିମ୍ୱା କାହାରି ଦେହ ହାତ ଯନ୍ତ୍ରଣା ହେବ ନାହିଁ। ସେହି ଢଙ୍ଗରେ ଏହି ବସ ତିଆରି ହେଇଥିବା ବେଳେ ସୁନ୍ଦରଗଡରୁ ପ୍ରଥମ କରି ଏହି ସେବା ଆରମ୍ଭ କରିଛନ୍ତି କୁନାଲ ଟ୍ରାନ୍ସପୋର୍ଟର ମାଲିକ ଚନ୍ଦ୍ରଗୁପ୍ତ ସାହୁ