ଦେବଗଡ: ଦେବଗଡ଼: ତିଳେଇବଣି ବ୍ଲକ କଂସର ଗ୍ରାମରେ ନୂତନ ଗୋଷ୍ଠୀ ଗୃହ ଉଦ୍ଘାଟିତ
ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଂସର ଗ୍ରାମରେ ନୂତନ ଗୋଷ୍ଠୀ ଗୃହ ଉଦ୍ଘାଟିତ ହୋଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବୃନ୍ଦାବତୀ ଭୋଇ ଏହାର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଗୃହ ଦ୍ୱାରା ଗ୍ରାମବାସୀ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସୁବିଧା ପାଇବେ।