Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ସୋର: କୋର୍ଟ ମାଲଖାନାରୁ ଚୋରି ଘଟଣାରେ ଜଣେ ମହିଳାଙ୍କ ସମେତ ୫ ଗିରଫ, ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସଡିପିଓ

Soro, Balasore | Nov 19, 2025
ଗତ ୨ ତାରିଖ ବିଳମ୍ବିତ ରାତିରେ ସେସନସ କୋର୍ଟ ମାଲଖାନାରୁ ଚୋରି ଘଟଣାରେ ସୋର ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା ସୋର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୨ ତାରିଖ ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ କୋର୍ଟ ମଧ୍ୟରେ ପଶି କୋର୍ଟ ପରିସରରେ ଲାଗିଥିବା ୧୨ ଟି ସିସି କ୍ୟାମେରାକୁ ଭାଙ୍ଗି ମାଲଖାନାରୁ ସୁନା, ରୁପା ଅଳଙ୍କାର,ବନ୍ଧୁକ, ବ୍ରାଉନସୁଗାର ଚୋରି କରି ନେଇ ଯାଇଥିଲେ। ସକାଳେ ଏ ବାବଦରେ ଜଣା ପଡିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।