ପାଟଣାଗଡ: ସାର ପାଇଁ ଚାଷୀ ତାତିଲେ, ସୁନାମୁଦି ପେକ୍ସ ରେ ତହସିଲଦାର ଏବଂ ବ୍ଲକ କୃଷି ଅଧିକାରୀଣି ଅଟକ
ସାର ପାଇଁ ଚାଷୀ ଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।ଶନିବାର ମଧ୍ୟାହ୍ନରେ ପାଟଣାଗଡ଼ ବ୍ଲକ ସୁନାମୁଦି ପେକ୍ସ ରେ ଏହାର ଉଦାହରଣ ଦେଖିବାକୁ ମିଲିଛି । ଚାଷୀ ମାନେ ଆବଶ୍ୟକ ସାର ଯୋଗାଇ ଦେବାକୁ ଦାବି କରି ଏବଂପେକ୍ସ ସମ୍ପାଦକ ଙ୍କୁ ବହିଷ୍କାରଦାବି ନେଇ ତାଙ୍କୁ ବୁଝାଇବାକୁ ଆସି ଥିବା ତହସିଲଦାର ଏବଂ ବ୍ଲକ କୃଷି ଅଧିକାରୀ ଣି ଙ୍କୁ ଅଟକ ରଖିଛନ୍ତି ।