Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଛେଣ୍ଡିପଦା: ଓଡିଶାର ଦିଲ୍ଲୀପଙ୍କୁ ମିଳିଲା ଗୋପାଳ ରତ୍ନ ପୁରସ୍କାର, ଦିଲ୍ଲୀରେ ମାନପତ୍ର ସହ ସମ୍ମାନିତ

Chhendipada, Angul | Nov 29, 2025
ଅନୁଗୋଳ ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗାଁର ଦିଲ୍ଲୀପ ପ୍ରଧାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଦିଲ୍ଲୀପ ଗତ ୧୪ ବର୍ଷ ହେଲା ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ଏନଜିଓ ସଂସ୍ଥାରେ AI ଟେକ୍ନିସିଆନ ଭାବେ କାମ କରୁଛନ୍ତି । ତାଙ୍କୁ ଦିଲ୍ଲୀରେ ବେଷ୍ଟ AI ଟେକ୍ନିସିଆନ ଭାବେ ଗୋପାଳରତ୍ନ ପୁରସ୍କାର ସାଙ୍ଗକୁ ୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି | ଆଜି ଗାଁରେ ପହଞ୍ଚିବା ପରେ ଦିଲ୍ଲୀପଙ୍କୁ ସ୍ୱାଗତ ପ୍ରଦାନ କରିଛନ୍ତି ଗ୍ରାମବାସୀ |