ଆଜି ଫୁଲପଡା ଗ୍ରାମରେ ଏକ ଭୋଜି ଥିବାରୁ ମାନିନୀ ଏବଂ ପ୍ରବୀର ଭୋଜି ଖାଇବା ପାଇଁ ଫୁଲପଡା କୁ ଆସିଥିଲେ। ମାନିନୀ ଙ୍କ ପରିବାର ସହ ଭୋଜି ମଧ୍ୟ ଖାଇ ଥିଲେ। ସେହି ସମୟରେ ପ୍ରବୀର ମଧ୍ୟ ଭୋଜି ଖାଇବାକୁ ଆସିଥିଲେ। ପ୍ରବୀର ମଦ୍ୟପାନ କରିଥିବାରୁ ମାନିନୀ ଙ୍କ ସହ ଝଗଡା ଲାଗିଥିଲା। ମାନିନୀ ଙ୍କ ଦାଦା ବୀରେନ୍ ପ୍ରବୀରଙ୍କୁ ଡାକି କରି କାହିଁକି ପ୍ରତ୍ୟକ ଦିନ ଝଗଡ଼ା ତମ ଦୁଇ ଜଣ ଙ୍କ ଭିତରେ ଲାଗୀ ରହୁଛି। ଦୁଇ ଜଣ ଯାକ ମିଶି କରି ରହୁ ବୋଲି କହିଥିଲେ। ସେହି ସମୟରେ ପ୍ରବୀର ଉତକ୍ଷୀପ୍ତ ହୋଇ ପାଖରେ ରଖି ଥିବା ଏକ ଛୁରୀ ବାହାର କରି ବୀରେନ୍ ଙ୍କ ଛାତି ଏବଂ ପେଟ କୁ ମାରିଥିଲେ। ଯାହା ଫଳରେ ବୀ