Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଜୟପୁର: ଲୁହା ଚୋରି ମାମଲା ଦୁବୁଲି ରୁ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ

Jeypore, Koraput | Dec 1, 2025
ଲୁହା ଚୋରି ମାମଲା ରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ l ଗିରଫ ଅଭିଯୁକ୍ତ ଜଣକ ହେଲା ଗୋପବନ୍ଧୁ ନଗର ମହେନ୍ଦ୍ର କୁଲଦୀପ l ଜୟପୁର ସଦରଥାନା ଅନ୍ତର୍ଗତ ଦୁବୁଲି ଗ୍ରାମ ନିକଟରେ ଚାଲିଥିବା କନଷ୍ଟ୍ରକସନ ସ୍ଥାନରୁ ଲୁହା ରୋଡ ଚୋରି ମାମଲାରେ ଆଜି ସଦର ପୋଲିସ ଅଭିଯୁକ୍ତ ମହେନ୍ଦ୍ର କୁ ଗିରଫ କରି ଆଜି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଛି।

MORE NEWS