ସୁକିନ୍ଦା: କଳିଙ୍ଗନଗରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
କଳିଙ୍ଗନଗରରେ ଇ ଏସ ଆଇ ପ୍ରକଳ୍ପ, ମଣପୁର ବ୍ରିଜ, ଟ୍ରାଫିକ ଓ ଷ୍ଟ୍ରିଟ ଲାଇଟ ସମସ୍ୟା ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମିଶନ ସେଫ କଳିଙ୍ଗନଗର ମାଧ୍ୟମରେ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଲୋଡ଼ାଯାଇଛି।