ଗୋପାଳପୁର: ଗୋପାଳପୁର ଶ୍ରୀ ଧବଳେଶ୍ୱର ପୀଠରେ ଆରମ୍ଭ ହେଲା ଘରଚଟିଆ ସୁରକ୍ଷା ଅଭିଯାନ
ଗୋପାଳପୁର ଶ୍ରୀ ଧବଳେଶ୍ୱର ପୀଠରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଘରଚଟିଆ ପକ୍ଷୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଜାତୀୟ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମନ୍ଦିର ପରିସରରେ କୃତ୍ରିମ ବାସସ୍ଥାନ ଓ ଖାଦ୍ୟ ପାତ୍ର ରଖାଯାଇ ପକ୍ଷୀ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଇଛି।