Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବଡସାହି: ଭାଲିଆଡିହା ଗାଁରେ ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୂପା ଅଳଙ୍କାର ସମେତ ନଗଦଟଙ୍କା ଚୋରି ଅଭିଯୋଗରେ ମାମଲାରୁଜୁ

Barsahi, Mayurbhanj | Sep 15, 2025
ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ଭାଲିଆଡିହା ଗାଁରେ ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୂପା ଅଳଙ୍କାର, ନଗଦ ଟଙ୍କା ଚୋରି ଅଭିଯୋଗରେ ସୋମବାର ଅପରାହ୍ନ ସାଢେ୫ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ଏତଲାକାରୀ ଗଣେଶ୍ୱର ମହାନ୍ତଙ୍କ ପୁଅ ହରେକୃଷ୍ଣ ମହାନ୍ତଙ୍କ ଅଭିଯୋଗ ମୁତାବକ ସୋମବାର ଅପରାହ୍ନରେ ଘରେକେହି ନଥିବାର ସୁଯୋଗନେଇ ଦୁର୍ବୁତ୍ତମାନେ ଘରର ତାଲାଭାଙ୍ଗି ଚୋରି କରିଥିଲେ l

MORE NEWS