ନବରଙ୍ଗପୁର - ଉମରକୋଟ ସହରରେ ଏକ ଏଟିଏମ୍ ଲୁଟ୍ ହୋଇଛି। କୋଣ୍ଡାଗାଁ ରୋଡ୍ ସ୍ଥିତ ଏସବିଆଇ ଏଟିଏମ୍ରୁ ଗ୍ୟାସ କଟର ବ୍ୟବହାର କରି ବହୁ ପରିମାଣର ଟଙ୍କା ଲୁଟି ନେଇଛନ୍ତି ୬ ଜଣ ଦୁର୍ବୃତ୍ତ। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ, ଦୁର୍ବୃତ୍ତମାନେ ପାଖପାଖି ଥିବା କିଛି ସିସିଟିଭି କ୍ୟାମେରାରେ କଳା ରଙ୍ଗର ସ୍ପ୍ରେ ମାରି ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ଉମରକୋଟ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। Part 6