ବିଷମକଟକ: ନାଗାଲାଣ୍ଡରେ ସହିଦ ହେଲେ ରାୟଗଡ଼ାର ଯବାନ ଭି ତେଜା
ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ରାୟଗଡ଼ାର ଯବାନ ଭି ତେଜା ସହିଦ ହୋଇଛନ୍ତି। ଆସାମ ରାଇଫଲ୍ସରେ କାର୍ଯ୍ୟରତ ତେଜାଙ୍କର ଆସନ୍ତାକାଲି ଜନ୍ମଦିନ ଥିଲା ଏବଂ ଡିସେମ୍ବରରେ ବିବାହ ହେବାର ଥିଲା। ତାଙ୍କ ମୃତ୍ୟୁ ଖବରରେ ରାୟଗଡ଼ାରେ ଶୋକର ଛାୟା ଖେଳିଯାଇଛି।