ବିରିଡି: ଜଗତସିଂହପୁର ବିରିଡ଼ି ବିଦ୍ୟୁତ ସେକସନରେ ବିଶ୍ୱକର୍ମା ପୂଜା ବିଶେଷ
ଜଗତସିଂହପୁର ବିରିଡ଼ି ବିଦ୍ୟୁତ ସେକସନରେ ଆଜି ସନ୍ଧ୍ୟାରେ ବିଶ୍ୱକର୍ମା ପୂଜା କରାଯାଇଛି। ଏହି ପୂଜାରେ ସେକସନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ମଧ୍ୟାହ୍ନରେ କଳସ ଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା।