ରାସଗୋବିନ୍ଦପୁର: ମୋରଡାବ୍ଲକ ସମ୍ମିଳନୀକକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଅଧିବେଶନରେ ବ୍ଲକଅଧ୍ୟକ୍ଷ,ଉପାଧ୍ୟକ୍ଷା,ବିଡିଓ, ଅତିରିକ୍ତ ତହସିଲଦାର ପ୍ରମୁଖ ଅଧିକାରୀ ସାମିଲ
ଚିତ୍ରଡାସ୍ଥିତ ମୋରଡାବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ସାଧାରଣ ଅଧିବେଶନ ଶୁକ୍ରବାର ଅପରାହ୍ନ ଚାରିଟରେ ଉଦଯାପିତ ହୋଇଯାଇଛି l ମୋରଡା ବ୍ଲକ ଅଧକ୍ଷ ପିଥନାଥ ସୋରେନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମୋରଡା ବିଡ଼ିଓ ଅଣାକର ନାୟକ, ଅତିରିକ୍ତ ତହସିଲଦାର ଜୟନ୍ତ କୁମାର ସୋରେନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସୁଶାନ୍ତ ନାଏକ, ଏବିଡ଼ିଓ ସୁଶାନ୍ତ ରାଉଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l