#ଜନସେବା_ଓ_ନ୍ୟାୟ_ପାଇଁ_ଓଡ଼ିଶା_ଡିଜିଟାଲ_ମିଡିଆ_ମହାସଂଘର_ଦୃଢ଼_ସଂକଳ୍ପ ।
ଗରିବ ଅସହାୟ ଶ୍ରେଣୀର ଲୋକ ମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ସହିତ ଅନ୍ୟାୟ ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିବାର ଲକ୍ଷ ନେଇ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଭୁବନେଶ୍ବର ରୋଟାରୀ ଭବନ ଠାରେ ଗୁରୁତ୍ଵ ପୂର୍ଣ୍ଣ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
#latastnews #odishanews #Digitalmediamahasangha
Kendujhar Town, Kendujhar | Jul 28, 2026