ପରଜଙ୍ଗ: ବନ୍ଦାଣିଆ ଠାରେ ଫୁଟବଲ ମ୍ୟାଚ୍ ଉଦଘାଟନ କଲେ ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ପ୍ରଧାନ
ବନ୍ଦାଣିଆ ଠାରେ ଫୁଟବଲ ମ୍ୟାଚ୍ ଉଦଘାଟନ କଲେ ବିଧାୟକ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବନ୍ଦଣିଆ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟେ ଅନୁଷ୍ଠିତ। ମଙ୍ଗଳବାର ଅପରାହ୍ନ ୧ଟାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଯୋଗଦେଇ ଉଦଘାଟନ କରି ଖେଳାଳି ମାନଙ୍କୁ ଉତ୍ସାହିତକରୁଥିଲେ। ଏହି ଟର୍ଣାମେଣ୍ଟେ ରେ ବ୍ଲକ ବିଭିନ୍ନ ଗାଁରୁ ଖେଳାଳି ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।