ତିନି ଦିନବ୍ୟାପି ଚାଲି ଥିବାଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ ଶିବିର ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି ।ଉଦଯାପିତ ଉତ୍ସବ ରେ ସ୍ଥାନୀୟ ବିଡ଼ିଓ ଶ୍ରୀ ସୁମନ ମିଞ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବରେ ତହସିଲଦାର ରୁଦ୍ର ମୋହନ ନାଏକ ବ୍ଳକ ଶିକ୍ଷା ଅଧିକାରୀ ଶଙ୍କର ମାଝି ଅଭିନବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।