Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ଦେବଗଡ: ନୂତନ ଶିକ୍ଷାନୀତି ଉପରେ ଦେବଗଡ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ଦେବଗଡ଼ ମହାବିଦ୍ୟାଳୟରେ ଭାରତ ସରକାରଙ୍କ ପିଏମୟୁଏସଏଚଏ ପ୍ରୋଜେକ୍ଟ ଆନୁକୂଲ୍ୟରେ ନୂତନ ଶିକ୍ଷାନୀତିର ଗଠନ, ଦୃଷ୍ଟି ଓ ଲକ୍ଷ୍ୟ ଉପରେ ଆଜି ଏକ ଆଲୋଚନା ଚକ୍ର ଦିନ ପ୍ରାୟ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସୁଦାମ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ରାମନରେଶ ମହାଲିଙ୍ଗ, ଡ଼.ଶ୍ରବଣ କୁମାର ବାଘ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ପି. ମୁରଲୀଧର ଶର୍ମା ମଂଚାସୀନ ରହି ନୂତନ ଶିକ୍ଷାନୀତି ଉପରେ ଆଲୋଚନା କରିଥିଲେ ।

MORE NEWS

ଦେବଗଡ: ନୂତନ ଶିକ୍ଷାନୀତି ଉପରେ ଦେବଗଡ ମହାବିଦ୍ୟାଳୟରେ ଆଲୋଚନା ଚକ୍ର - Debagarh News