ହିଞ୍ଜିଳି: ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ପୂଜା ମଣ୍ଡପ ବୁଲିଲେ ପରିବହନ ମନ୍ତ୍ରୀ
Hinjili, Ganjam | Oct 21, 2026 ଦୁର୍ଗାପୂଜା ଅବସରରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସାହାପୁର ଓ ପୁଟିଆପଦର ଗ୍ରାମରେ ପୂଜା ମଣ୍ଡପ ପରିଦର୍ଶନ କଲେ ପରିବହନ ମନ୍ତ୍ରୀ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କଲେ।