ବଲାଙ୍ଗୀର: ବେଲପଡ଼ା ଅଞ୍ଚଳରେ ବୃଦ୍ଧାଙ୍କ ଦ୍ୱାରା ବିଷ ସେବନ, ଅସୁସ୍ଥ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି
ବେଲପଡ଼ା ଅଞ୍ଚଳରେ ବୃଦ୍ଧା ଙ୍କ ଦ୍ୱାରା ବିଷ ସେବନ, ଅସୁସ୍ଥ ଅବସ୍ଥାରେ ମେଡ଼ିକାଲ୍ ରେ ଭର୍ତ୍ତି ବେଲପଡ଼ା ଅଞ୍ଚଳରେ ଜଣେ ବୃଦ୍ଧା ବିଷ ପିଇ ଅସ୍ୱସ୍ଥ ହୋଇପଡିବା ଘଟଣା ଆଜି ରାତି ୧୦ଟା ସମୟରେ ସାମ୍ନାକୁ ଆସିଛି। ଘଟଣାର ସଠିକ୍ କାରଣ ସ୍ପଷ୍ଟ ହୋଇନଥିବା ବେଳେ, ଅସୁସ୍ଥ ଅବସ୍ଥାରେ ସେମାନଙ୍କୁ ଭୀମଭୋଇ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ବୃଦ୍ଧାଙ୍କ ପରିଚୟ ଯୋଷବନ୍ତି ବଢିଆ ବୋଲି ଜଣାପଡିଛି।